Jump to content

ଜଳମାତୃକା

ଉଇକିଅଭିଧାନ‌ରୁ

ଜଳମାତୃକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜଳ+ମାତୃକା)

[ସମ୍ପାଦନା]

ଜଳରେ ବାସ କରୁଥିବା ୭ଟି ଦେବୀ —A class of female Deties supposed to live in water.

[ଦ୍ରଷ୍ଟବ୍ୟ —ଏମାନଙ୍କ ନାମ ମତ୍ସୀ, କୂର୍ମୀ, ବାରାହୀ, ଦର୍ଦୁରୀ, ମକରୀ, ଜଳୁକା ଓ ତନ୍ତୁକା—ହିନ୍ଦୀ - ଶବ୍ଦସାଗର]