ଜଳମାନୁଷ
ଦେଖଣା
ଜଳମାନୁଷ
ଉଚ୍ଚାରଣ
[ସମ୍ପାଦନା](ଜଳମାନୁଷୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜଳ+ମାନୁଷ)
[ସମ୍ପାଦନା]ଏକ କଳ୍ପିତ ଜଳଜନ୍ତୁ, ଯାହା ଦେହର ନାଭି ଠାରୁ ଉପରି— ଭାଗ ମନୁଷ୍ୟ ପରିଓ ତଳ ଅଂଶ ମାଛ ପରି (ହିନ୍ଦୀ - ଶବ୍ଦସାଗର) —A nymph said to have the upper half of the body resembling human limbs and the lower half resembling a fish; water-nymph.