Jump to content

ଜଳଯନ୍ତ୍ର

ଉଇକିଅଭିଧାନ‌ରୁ

ଜଳଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ଯନ୍ତ୍ର)

[ସମ୍ପାଦନା]
୧. ପାଣି ଉଠାଇବା ଯନ୍ତ୍ର — ୧. A machine for lifting water.
୨. ପାଣିଦ୍ୱାରା ଚାଳିତ ଯନ୍ତ୍ର — ୨. Water-engine; water-mill.
୩. ଜଳଘଡ଼ି; ଜଳଦ୍ୱାରା ନିୟତ୍ରିତ ଘଡ଼ି — ୩. Water-clock; a clepsydra.
୪. ଜଳ ଛାଣିବାର ଯନ୍ତ୍ର —୪. A filter.
୫. ପିଚିକାରୀ —୫. Syringe.

ବହଇ ଦକ୍ଷିଣ ପବନ ଛାଡ଼ିଲେ ଜଳଯନ୍ତ୍ରମାନ—ଭୂପତି. ପ୍ରେମପଞ୍ଚାମୃତ

୬. ଜଳଦ୍ୱାରା ଚାଳିତ ପାଣିର ଫୁଆରା —୬. Mechanically contrived jets or springs of water.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଖଟ ବା ସିନ୍ଧୁକ ଇତ୍ୟାଦି ଉପରକୁ ପିମ୍ପୁଡ଼ି ଓ ଜନ୍ଦା ଉଠି ନ ପାରିବେ ଏଥିପାଇଁ ଚାରି ଗୋଡ଼ ତଳେ ଦିଆ ଯାଇଥିବା ଜଳପୂର୍ଣ୍ଣ ଫଥରକୁଣ୍ଡୀ —Stone saucers full of water on which the posts of bedsteads and safes etc are put to prevent ants from infesting them.