ଜଳଯନ୍ତ୍ରପୁର
(ଜଳଯନ୍ତ୍ରମନ୍ଦିର—ଅନ୍ୟରୂପ)
ଜଳଯନ୍ତ୍ର ଗୃହ (ଦେଖ) - Jaḻa-j̄antra gṛuha (See)
ଜଳଯନ୍ତ୍ରପୁରେ ରାମା ସଙ୍ଗତରେ ବସି ହରୁଥାଇ ଦିନ—ଭଞ୍ଜ. ପ୍ରେମସୁଧାନିଧି