Jump to content

ଜଳଯନ୍ତ୍ର ଗୃହ

ଉଇକିଅଭିଧାନ‌ରୁ

ଜଳଯନ୍ତ୍ର ଗୃହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜଳଟୁଙ୍ଗୀ —୧. A pleasure-house in the midst of water.
୨. ଜଳର ଫୁଆରାଯୁକ୍ତ ଗୃହ — ୨. A house with dancing jets of water in it for summer use.
୩. ଚାରିପାଖେ ଜଳ ବେଢ଼ିଥିବା ଆରାମ ଗୃହ — ୩. A house surrounded with water.

[ଦ୍ରଷ୍ଟବ୍ୟ —ଖରାଦିନେ ଏ ଘରେ ରହିଲେ ଥଣ୍ଡା ଲାଗେ]