Jump to content

ଜଳଯାତ୍ରା

ଉଇକିଅଭିଧାନ‌ରୁ

ଜଳଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଳ+ଯାତ୍ରା)

[ସମ୍ପାଦନା]
୧. (୭ମୀ ତତ୍;) ଜଳପଥରେ ଗମନ —୧. A voyage.
୨. (୪ର୍ଥୀ ତତ୍) ଜଳ ଆଣିବା ପାଇଁ ଯିବା — ୨. Going to fetch water.
୩. ଅଭିଶେକ ଆଦି ପାଇଁ ତୀର୍ଥରୁ ପବିତ୍ର ଜଳ ଆଣିବା ପାଇଁ ଗମନ —୩. Starting for bringing water from certain sacred centres for the purpose of installation-bath.
୪. ବୈଷ୍ଣବମାନଙ୍କର ଜୈଷ୍ଠ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ଉତ୍ସବ —୪. A festival observed amongst the B&aline;i̱shṇabas on the full-moon of Jy&aline;i̱sṭha.

[ଦ୍ରଷ୍ଟବ୍ୟ —ଏଦିନ ବିଷ୍ଣୁ ମୂର୍ତ୍ତିଙ୍କୁ ଶୀତଳ ଜଳରେ ସ୍ନାନ କରା— ଯାଏ]

୫. ଦେବଉଥାପନ (କାର୍ତ୍ତିକ ଶୁକ୍ଳ) ଏକାଦଶୀର ପରବର୍ତ୍ତୀ ଚତୁର୍ଦ୍ଦଶୀ ଦିନ ରାଜପୁତାନାରେ ଅନୁଷ୍ଠିତ ଉତ୍ସବବିଶେଷ — ୫. A festival observed in Rājaputānā on the ୧୪th day of Kārtika (light half).

[ଦ୍ରଷ୍ଟବ୍ୟ —ଏଦିନ ଉଦୟପୁରର ରାଣା ସରଦାରମାନଙ୍କ ସହିତ ଖୁବ୍ ସମାରୋହରେ କୌଣସି ହ୍ରଦ ନିକଟକୁଯାଇ ସେଠାରେ ଜଳଦେବତାଙ୍କ ପୂଜା କରନ୍ତି ହିନ୍ଦୀ - ଶବ୍ଦସାଗର]