Jump to content

ଜଳରୁହ

ଉଇକିଅଭିଧାନ‌ରୁ

ଜଳରୁହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଉପପଦ ତତ୍ପୁରୁଷ; ଜଳ+ରୁହ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଜଳଜ; ପଦ୍ମ —Lotus.

ବିଶେଷଣ -

[ସମ୍ପାଦନା]

ଜଳଜାତ —Produced from water; growing on water.