ଜଳଲାଗୀ
ଦେବବିଗ୍ରହଙ୍କ ଉପରେ ପାଣି ଢାଳିବା — Pouring out of water on the image of a Deity.
ଯେଉଁ ବିଗ୍ରହ ଉପରେ ପାଣି ଢଳା ଯାଉଥାଏ — (image) On which water in being poured out.