Jump to content

ଜଳଶାୟୀ

ଉଇକିଅଭିଧାନ‌ରୁ

ଜଳଶାୟୀ

ଉଚ୍ଚାରଣ

[ସମ୍ପାଦନା]
(ଜଳଶାୟିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ଜଳ+ଶୀ ଧାତୁ+ଇନ୍; ୧ମା. ୧ବ. ଯେ ଜଳ ଉପରେ ଶୁଏ)

[ସମ୍ପାଦନା]

ଜଳ ଉପରେ ଶୟନ କରିଥିବା — Lying on water.

ବିଶେଷ୍ୟ -

[ସମ୍ପାଦନା]

ପ୍ରଳୟଜଳ ଉପରେ ଶାୟିତ ବିଷ୍ଣୁ — Bishṇu floating on the surface of the Univershal Deluge.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶିବଲିଙ୍ଗ ବା ଅନ୍ୟ ଦେବବିଗ୍ରହଙ୍କୁ ପାଣିରେ ବୁଡ଼ାଇ ରଖିବା —Keeping the image of a Deity immersed in water; dipping of an image in water.

ଦେଶଜ - ବିଶେଷଣ -

[ସମ୍ପାଦନା]

ପାଣିରେ ବୁଡ଼ାଇ ରଖାଯାଇଥିବା (ଦେବବିଗ୍ରହ) — (an image) Kept immersed or dipped on water.