ଜଳସତ୍ର
ପାଣିଛତ୍ର; ଯେଉଁଠାରେ ତୃଷାର୍ତ୍ତ ବ୍ୟକ୍ତିମାନଙ୍କୁ ଜଳ ବିତରଣ କରାଯାଏ —A place for distributing water free to the thirsty.