Jump to content

ଜଳସିଂହ

ଉଇକିଅଭିଧାନ‌ରୁ

ଜଳସିଂହ

ଉଚ୍ଚାରଣ

[ସମ୍ପାଦନା]
(ଜଳସିଂହୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଆଧୁନିକ ବ୍ୟବହାର)

[ସମ୍ପାଦନା]

ତିମି ଜାତୀୟ ଜଳଜୀବବିଶେଷ — Sea-lion.

[ଦ୍ରଷ୍ଟବ୍ୟ —ଏମାନେ ଆକାରରେ ୧୫: ହାତ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହଯାକ ହଳଦିଆ ମିଶା ଲୋମରେ ପୂର୍ଣ୍ଣ ଓ ବେକ ଉପରେ ସିଂହର କେଶର ପରି ଲମ୍ୱ ବାଳ ଥାଏ; ଏମାନେ ଶାନ୍ତ— ପ୍ରକୃତିକ, କିନ୍ତୁ ଆକ୍ରମଣକାରୀ ପ୍ରତି ବିଶେଷ ବଳ ପ୍ରକାଶ କରନ୍ତି ଏମାନେ ଦଳବଦ୍ଧ ହୋଇ ଆମେରିକା ଓ ଆସିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଦେଖା ଯାଆନ୍ତି ହିନ୍ଦୀ - ଶବ୍ଦସାଗର]