ଜଳସ୍ପର୍ଶ
ଦେଖଣା
ଜଳସ୍ପର୍ଶ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ସ୍ପର୍ଶ)
[ସମ୍ପାଦନା]- ୧. ପାଣିକୁ ସ୍ପର୍ଶକରିବା ବା ଛୁଇଁବା —୧. Touching of water.
- ୨. ପାଣି ପିଇବା —୨. Drinking of water.
(ଯଥା—ମୁଁ ତାଙ୍କ ଘରେ ଖାଇବା କଥା ଦୂରେ ଥାଉ, ସେ ଗ୍ରାମରେ ଜଳସ୍ପର୍ଶ ବିଶେଷ୍ୟ - କରିବି ନାହିଁ)
ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷଣ - (ସଂସ୍କୃତ - ଜଳ+ସ୍ପୃଶ୍ୟ)
ଯେଉଁ ଉଚ୍ଚଶ୍ରେଣୀର ଶୂଦ୍ରଜାତିର ସ୍ପୃଷ୍ଟ ଜଳ ବ୍ରାହ୍ମଣଆଦି ଉଚ୍ଚଜାତି ବ୍ୟବହାର କରନ୍ତି; ପାଣିଛୁଆଁ (ଉଚ୍ଚ ଶୂଦ୍ରଜାତି) — (a Ṡūdra of high caste) The water touched by whom can be used by Brahmans and other high caste people.