ଜଳାଇବା
ଦେଖଣା
ଜଳାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଜ୍ୱଳ୍ ଧାତୁ)
[ସମ୍ପାଦନା]- ୧. ପ୍ରଦୀପ୍ତ କରିବା; ନିଆଁ ଲଗାଇବା — ୧. To light up; to set fire to; to kindle up.
(ଯଥା—ଦୀପ ଜଳାଇବା, ଚୁଲି ଜଳାଇବା)
- ୨. ଅଗ୍ନିକୁ ତେଜିବା —୨. To blaze a fire.
- ୩. (ଲକ୍ଷଣାର୍ଥ) ଜ୍ୱାଳା ଦେବା; ବିରକ୍ତ କରିବା — ୩. (figurative) To torment; to vex; to cause pain.
- ୪. ପୋଡ଼ି ଦେବା —୪. To burn up; to cremate.
(ଯଥା—ଶବ ଜଳାଇବା)