Jump to content

ଜଳାଞ୍ଜଳି

ଉଇକିଅଭିଧାନ‌ରୁ

ଜଳାଞ୍ଜଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ଅଞ୍ଜଳି)

[ସମ୍ପାଦନା]
୧. ପାଣିର ଆଞ୍ଜୁଳା; ଅଞ୍ଜଳିପରିମିତ ଜଳ — ୧. A foldful of water; as much water as can be contained in the cupped palms of both the hands.
୨. ଜଳତର୍ପଣ ସମୟରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଅର୍ପିତ ଜଳ —୨. Libations of handfuls of water offered to the manes.
୩. ଶବଦାହ ପରେ ମୃତ ବ୍ୟକ୍ତିର ପ୍ରେତ ଉଦ୍ଦେଶ୍ୟରେ ଦିଆଯିବା ପାଣିର ଆଞ୍ଜୁଳା —୩. Handful of water offered to the departed soul of a person during his obsequal rites.
୪. (ଲକ୍ଷଣାର୍ଥ) (ଯେଉଁ ମୃତବ୍ୟକ୍ତି ଉଦ୍ଦେଶ୍ୟରେ ଜଳାଞ୍ଜଳି ଦିଆଯାଏ ତାସଙ୍ଗେ ଜଳାଞ୍ଜଳିଦାତା ସଂବଦ୍ଧ ତ୍ୟାଗ କରି ଥିବା ଦୃଷ୍ଟିର) କୌଣସି ବିଷୟ ସଙ୍ଗେ ସମ୍ୱନ୍ଧ ତ୍ୟାଗ — ୪. Cutting off all connection with any thing.

(ଯଥା—ସେ ଟୋକାଟା ପଢ଼ାପଢ଼ିକୁ ଜଳା଼ଞ୍ଜଳି ଦେଲାଣି)