ଜଳାଞ୍ଜଳି ଦେବା
ଦେଖଣା
ଜଳାଞ୍ଜଳି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଳାଞ୍ଜଳି ଦେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ପାଣିରେ ଆଞ୍ଜୁଳା ଦେଇ ତର୍ପଣ କରିବା —୧. To cut off libations of water to the manes by handfuls.
- ୨. (ଲକ୍ଷଣାର୍ଥ)—ସମ୍ୱନ୍ଧ ପରିତ୍ୟାଗ କରିବା — ୨. (figurative) To give up all connection with; towash one's hands free of a matter; to abandom any work.
(ଯଥା—ନନ୍—କୋ—ଅପରେସନ୍ରେ ମାତିବା ଦିନରୁ ମୁଁ ପଢ଼ାରେ ଜଳାଞ୍ଜଳି ଦେଲିଣି)
- ୩. (ଲକ୍ଷଣାର୍ଥ) ବିଦାୟ ଗ୍ରହଣ କରିବା —୩. (figurative) To bid goodbye or farewell to.