ଜଳାର୍ଣ୍ଣବ
ଦେଖଣା
ଜଳାର୍ଣ୍ଣବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ଅର୍ଣ୍ଣବ)
[ସମ୍ପାଦନା]- ୧. ସମୂଦ୍ର — The sea.
- ୨. ବର୍ଷାକାଳ —୨. The rainy season.
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ବର୍ଷା ବା ବଢ଼ି ଯୋଗୁଁ ସମୂଦ୍ର ପରି) ସବୁ ଆଡ଼େ ପାଣି ଘୋଟିଯିବା ଅବସ୍ଥା —୨. Water pervading the whole country; the state of a country being flooded with water.
ବିଶେଷଣ -
[ସମ୍ପାଦନା]ପାଣିରେ ଛଇଲାଟ; ଜଳମୟ —(a country) With water spreading through the lenght and breadth (of it).