ଜଳାର୍ଥୀ
(ଜଳାର୍ଥିନୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ. (ଉପପଦ ତତ୍; ଜଳ+ଅର୍ଥିନ; ୧ମା. ୧ବ.)
ଜଳ ପାଇଁ ଆଶାନ୍ୱିତ —Waiting for water.