Jump to content

ଜଳିଆ

ଉଇକିଅଭିଧାନ‌ରୁ

ଜଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ଜଳୀୟ)

[ସମ୍ପାଦନା]
୧. ଜଳପୂର୍ଣ୍ଣ — ୧. Full of water; watery.
୨. ପାଣିଆଁ; ଜଳ ପରି ପତଳା —୨. Fluid; liquid.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଜଳଧରର ଅନାଦରାର୍ଥ ଡାକ ନାମ —A name by which a person named Jaḻadhara is vulgarly called.