ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳ)
[ସମ୍ପାଦନା]
- ୧. ପରିଖା; ଗଡ଼ଖାଇ — ୧. Moat.
ହରଣବତୀ ନଦୀ ବେଳା ସ୍ଥଳ ଖୋଳି ସେନାର ଚାରିପଟ ଯାକ କଲେ ଜଳୀ କୃଷ୍ଣସିଂହ. ମହାଭାରତ. ଉଦୋଗ
- ୨. ଜଳପାଟ; ଜଳାଭୂମି; ଜୋଡ଼ —୨. Fen; bog.
ଏ ଆଦି ଗହନ ପାଦପେ ଗହଳ ଥିଲା ସେ ସ୍ଥଳୀ ସରୋଜାଳଂକୃତ ଠାବେ ଥିଲା ସଜଳ ଜଳୀ ରାଧାନାଥ