Jump to content

ଜଳୁଆ

ଉଇକିଅଭିଧାନ‌ରୁ

ଜଳୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଜଳୀୟ)

[ସମ୍ପାଦନା]
୧. ପାଣିଚିଆ; ପାଣିପରି — ୧. Watery.
୨. ଜଳାର୍ଦ୍ର —୨. Wet; moistened with water.
୩. (ସଂସ୍କୃତ - ଜ୍ୱାଳା) ଯାହାଦ୍ୱାରା ଜୋଡ଼ାଦ୍ୱାରା ପୋଡ଼ାଜଳା ହୁଏ — ୩. Producing inflammation or burning pain.