ଜଳ୍ପ
ଦେଖଣା
ଜଳ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜଳ୍ପ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଗପିବା; କଥନ — ୧. Talking.
- ୨. ପରମତ ଖଣ୍ଡନପୂର୍ବକ ସ୍ୱମତ ସ୍ଥାପନ —୨. Assertion of one's view-point by meeting that of another person.
- ୨. ଗପ; ଉକ୍ତି —୨. Talk; speech.
କେବେହେଁ ଅସାଧୁକ ନ କରିବ ଜଳ୍ପ କୃଷ୍ଣସିଂହ. ମହାଭାରତ. ବନ
- ୩. ବହୁଭାଷଣ; ବାଚାଳତା; ଅନେକ ବକିବା ବା ଗପିବା — ୩. Chattering; partling.
- ୪. ବୃଥା ଭାଷଣ —୪. Gossiping; idle talk.
- ୫. ପ୍ରଗଳ୍ ଭତା —୫. Talkativeness; wrangling.
[ଦ୍ରଷ୍ଟବ୍ୟ —ଏହାର ପଦ୍ୟରେ ବ୍ୟବହୃତ ଆକାର ଜଳପ, ଜଳପନ ଓ ଜଳପନା]