Jump to content

ଜଳ୍ପକ

ଉଇକିଅଭିଧାନ‌ରୁ

ଜଳ୍ପକ

ଉଚ୍ଚାରଣ

[ସମ୍ପାଦନା]
(ଜଳ୍ପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଜଳ୍ପ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ବାଚାଳ; ବହୁଭାଷୀ — Chattering; prattling; garrulous.