Jump to content

ଜଳ୍ପନା କଳ୍ପନା

ଉଇକିଅଭିଧାନ‌ରୁ

ଜଳ୍ପନା କଳ୍ପନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]

କୌଣସି କାର୍ଯ୍ୟ କରିବା ନିମନ୍ତେ ମୁହଁରେ ପ୍ରକାଶ କରିବା ଓ ମନରେ କଳ୍ପନା ବା ଚିନ୍ତା କରିବା —Talking and contemplation of matter.

[ଦ୍ରଷ୍ଟବ୍ୟ —ଅଭିହିତ ଓ ବାକ୍ୟରେ ପ୍ରକାଶିତ କୌଣସି ବିଷୟ କାର୍ଯ୍ୟତଃ 'ଉକ୍ତ ବିଷୟଟି କେବଳ କଳ୍ପନା କଳ୍ପନାରେ ଶେଷ ହେଲା' ବୋଲା ଯାଇ ଥାଏ

ଏ ଶବ୍ଦର ସାଧାରଣ ବ୍ୟବହାର କଳ୍ପନା—ଜଳ୍ପନା କାରଣ, ସବୁ କାର୍ଯ୍ୟକୁ ପ୍ରଥମେ ମନ ମଧ୍ୟରେ କଳ୍ପନା କରାଯାଏ ଓ ପରେ ତାହା ମୁଖରେ ପ୍ରକାଶ କରା ଯାଇ ଥାଏ ଓ ସର୍ବ ଶେଷରେ ତାହା କାର୍ଯ୍ୟରେ ପରିଣତ କରା ଯାଇ ଥାଏ]