Jump to content

ଜଳ୍ପିତ

ଉଇକିଅଭିଧାନ‌ରୁ

ଜଳ୍ପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜଳ୍ପ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଗପ କରା ଯାଇ ଥିବା (ବିଷୟ) —୧. Talked of (matter).
୨. କଥିତ; ପ୍ରସ୍ତାବିତ —୩. Spoken of; proposed.

ସଂସ୍କୃତ - ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]

ଜଳ୍ପ (ଦେଖ) - Jaḻpa (See)