ଜଳ ଦୋଷ
ଦେଖଣା
ଜଳ ଦୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍; ଜଳ+ଦୋଷ)
[ସମ୍ପାଦନା]- ୧. ଶରୀରଭ୍ୟନ୍ତରାସ୍ଥ ଦୂଷିତ ଜଳର ବୃଦ୍ଧି; ଜଳୋଦରୀ ରୋଗ ୧. Dropsy.
- ୨. ବିଶୁଦ୍ଧ ପାନୀୟ ଜଳର ଅଭାବ ପରିଲକ୍ଷିତ ହେବା ସ୍ଥାନର ଦୋଷ —୧. Defect of a locality consisting of want of pure drinking water.
- ୩. ଅଣ୍ଡକୋଷରେ ଦୁଷିତ ଜଳରବୃଦ୍ଧି; କୁରୁଣ୍ଡ — ୩. Accummulation of water or serum is the testicles; hydrocele.
[ଦ୍ରଷ୍ଟବ୍ୟ —ଗୋଟିଏ ଅଣ୍ଡକୋଷରେ ଜଳବୃଦ୍ଧି ହେଲେ ଏକପରି ଓ ଦୁଇଟି ଯାକ କୋଷରେ ହେଲେ କୁରୁଣ୍ଡ କୁହାଯାଏ]