Jump to content

ଜଶମ୍

ଉଇକିଅଭିଧାନ‌ରୁ

ଜଶମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୌସନ୍=ପୋଖରାଜ ପଥର; ବୋଧ ହୁଏ ପୂର୍ବେ ଅଳଙ୍କାରରେ ପୋଖରାଜ ପଥର ବସୁଥିଲା)

[ସମ୍ପାଦନା]

ସ୍ତ୍ରୀମାନଙ୍କର ବାହୁରେ ପିନ୍ଧିବା ଅଳଙ୍କାରବିଶେଷ; ଅନନ୍ତକଡ଼ା —An ornament for the arm; armlet.