Jump to content

ଜସ୍ତା

ଉଇକିଅଭିଧାନ‌ରୁ

ଜସ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯଶ୍ଦ୍)

[ସମ୍ପାଦନା]

ଦସ୍ତା; ରୂପା ପରି ଧଳା ଧାତୁ ବିଶେଷ — Zinc; pewter.

[ଦ୍ରଷ୍ଟବ୍ୟ —୫ ଭାଗ ରାଙ୍ଗା ଓ ଏକ ଭାଗ ସୀମା ମିଶ୍ରିତ କରି ଏହା ପ୍ରସ୍ତୁତ ହୁଏ ତମ୍ୱା ସଙ୍ଗେ ଦସ୍ତା ମିଶାଇଲେ କଂସା ଓ ପିତଳ ହୁଏ]