Jump to content

ଜହରବ୍ରତ

ଉଇକିଅଭିଧାନ‌ରୁ

ଜହରବ୍ରତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜପୁତ ରମଣୀମାନଙ୍କର ସତୀତ୍ୱ ରକ୍ଷା କରିବା ନିମନ୍ତେ ଅଗ୍ନିକୁଣ୍ଡରେ ପଡ଼ି ବା ବିଷପାନଦ୍ୱାରା ଜୀବନ ହରାଇବାରୂପ ବ୍ରତ —The vow of Rājaput females for keeping their chastity unsullied from forcible attacks by throwing themselves into fire or taking poison.