ଜହରି
ଦେଖଣା
ଜହରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜହରିଆ—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଫାରାସୀ - ଜଓହରୀ)
[ସମ୍ପାଦନା]- ୧. ଜହର ପରି କଟ୍ ବା ଅତ୍ୟୁଗ୍ର — ୧. Very irritating like poison.
(ଯଥା—ଜହରି ଲଙ୍କାମରିଚ)
- ୨. ବିଷବ୍ୟବସାୟୀ — ୨. A dealer in poison.
- ୩. ଯେ ଅନ୍ୟ ବ୍ୟକ୍ତିକୁ ବିଷ ପ୍ରୟୋଗ କରେ — ୩. Administering poison to another person.
- ୪. ବହୁମୂଲ୍ୟ ମଣିରତ୍ନାଦିର ବ୍ୟବସାୟୀ — ୪. Dealing in jewellery.
- ୫. ଜବରଦସ୍ତିଆ; ଜବ୍ୱରୀ —୫. Using force.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ମଣିରତ୍ନ ବ୍ୟବସାୟୀ ବ୍ୟକ୍ତି —A jeweller.