Jump to content

ଜହରି ଚମ୍ପା

ଉଇକିଅଭିଧାନ‌ରୁ

ଜହରି ଚମ୍ପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ଚମ୍ପକାଦି ବର୍ଗର ଛୋଟ ପୁଷ୍ପବିଶେଷ —Magnolia.

[ଦ୍ରଷ୍ଟବ୍ୟ —ସନ୍ଧ୍ୟାବେଳେ ପତ୍ର ଗହଳରେ ଲୁଚି ଫୁଟିଥିବା ଏ ଫୁଲର ଗନ୍ଧ ବହୁଦୂର ଚହଟେ ଫୁଲ ଧଳା ଓ ପାଖୁଡ଼ା ମୋଟା]