Jump to content

ଜହୁରି

ଉଇକିଅଭିଧାନ‌ରୁ

ଜହୁରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜଓହରୀ)

[ସମ୍ପାଦନା]
୧. ଯେ ବହୁମୂଲ୍ୟ ମଣିରତ୍ନାଦିର ବ୍ୟବସାୟ କରେ — ୧. Jeweller; a dealer in precious stones.
୨. ଯେ ମଣିମୁକ୍ତାଦିପରୀକ୍ଷା କରି ମୂଲ୍ୟ ନିରୂପଣ
କରି ପାରେ —୨. One who can test jewellery and gems and assign their proper value.