Jump to content

ଜହ୍ନଆଲୁଅ

ଉଇକିଅଭିଧାନ‌ରୁ

ଜହ୍ନଆଲୁଅ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋତ୍ସ୍ନା+ଆଲୋକ)

[ସମ୍ପାଦନା]

ଚନ୍ଦ୍ରକିରଣ; ଜ୍ୟୋତ୍ସ୍ନା —Moonlight.

[ଦ୍ରଷ୍ଟବ୍ୟ —ଶୁଭ୍ର ଜ୍ୟୋତ୍ସ୍ନାକୁ ଲୋକେ ଅନ୍ୟାନ୍ୟ ଶୁଭ୍ର ବା ତୋଫା ବା ହଳଦିଆ ବସ୍ତୁ ସଙ୍ଗେ ତୁଳନା କରନ୍ତି; ଯଥା—ରଣ ବା ରାଣୀ ଫୁଲ ପରି, ଜହ୍ନିଫୁଲ ଭଳି, ପିଠଉ ଭଳି ଜହ୍ନ ପଡ଼ିଛି କବିମାନେ ଚନ୍ଦ୍ର— କିରଣକୁ ଅସ୍ତିବତ୍. ଦଧିବତ୍ କଳ୍ପନା କରିଅଛନ୍ତି ଶରତ୍କାଳରେ ଆକାଶ ନିମେଘ ଓ ନିର୍ମଳ ଥିବାରୁ ସେ ସମୟରେ ଚନ୍ଦ୍ରକିରଣ ବିଶେଷ ଶୁଭ୍ର ଦେଖଆଯାଏ]