ଜହ୍ନମାମୁ
ଦେଖଣା
ଜହ୍ନମାମୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଶିଶୁରଞ୍ଜନ ଭାଷା)
[ସମ୍ପାଦନା]ଚନ୍ଦ୍ର — The moon (personified as the maternal uncle of infants).
[ଦ୍ରଷ୍ଟବ୍ୟ —ଶିଶୁମାନଙ୍କୁ ମାତାମାନେ ଚନ୍ଦ୍ର ଦେଖାଇବା ସମୟରେ ଚନ୍ଦ୍ରଙ୍କୁ 'ଜହ୍ନମାମୁ' ବୋଲି କହି ଥାଆନ୍ତି; ଅତଏବ ଜହ୍ନ ସବୁ ଶିଶୁଙ୍କର ମାମୁ ଅଟନ୍ତି ଏହାର କାରଣ 'ଲକ୍ଷ୍ମୀ' ସମସ୍ତଙ୍କର 'ମାଆ' ଲକ୍ଷ୍ମୀ ଓ ଚନ୍ଦ୍ର ସମୁଦ୍ରରୁ ଜାତ ଚନ୍ଦ୍ର ଲକ୍ଷ୍ମୀଙ୍କ ଭାଇ ଓ ସମସ୍ତଙ୍କର ମାମୁ ଶିଶୁଗୀତମାନଙ୍କରେ 'ଜହ୍ନମାମୁ'କୁ ଅବଲମ୍ୱନ କରି ଅନେକ ପଦ୍ୟ ରଚିତ ହୋଇଅଛି କୌଣସି ବ୍ୟକ୍ତି ପତା, ପୁତ୍ରାଦି ସମସ୍ତଙ୍କ ସଙ୍ଗେ ବନ୍ଧୁତା ଦେଖାଇବାକୁ ଗଲେ ଲୋକେ କହନ୍ତି 'ଅମୁକ ଲୋକ ସେ ଘରେ ଜହ୍ନମାମୁ ହୋଇଛି']