ଜହ୍ନି
ଦେଖଣା
ଜହ୍ନି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋତ୍ସ୍ନୀ)
[ସମ୍ପାଦନା]ତରକାରୀ ରୂପେ ବ୍ୟବହୃତ ଏକ ପ୍ରକାର ଲତା ଫଳ— କୃତବୋଧନ —A cucurbitacious creeper and its fruit used as a kitchen-vegetable; Luffa Acutangula.
[ଦ୍ରଷ୍ଟବ୍ୟ —ଏହା ବର୍ଷାଦିନରେ ଫଳେ ଏ ଫଳର ପିଠିରେ ୧ ଗୋଟି ଶିରା ସନ୍ଧ୍ୟାବେଳେ ଏହାର ଫୁଲ ଫୁଟେ, ଫୁଲ ଶୁଭ୍ର ହଳଦିଆ ଫଳଗୁଡ଼ିକ ପ୍ରାୟ ଏକ ଚାଖଣ୍ଡ ଲମ୍ୱ ହୁଏ ଏହାର ମଞ୍ଜି ଅତ୍ୟନ୍ତ କୃଷ୍ଣ ବର୍ଣ୍ଣ ଏକ ପ୍ରକାର ଜହ୍ନି ଗୋଟିଗୋଟିକିଆ ହୋଇ ଫଳ ଧରେ ଏହାକୁ ବଡ଼ ଜହ୍ନି କହନ୍ତି ଅନ୍ୟ ଜାତୀୟ ଜହ୍ନି ପେଣ୍ଡି ପେଣ୍ଡି ହୋଇ ଫଳ ଧରେ ଏହାକୁ ପେଣ୍ଡି ଜହ୍ନି କହନ୍ତି ଜହ୍ନିକୁ ଗଞ୍ଜାମରେ ସ୍ଥାନେ ସ୍ଥାନେ 'ତୋରଡ଼ା' ବୋଲି କହନ୍ତିଛ]