ଜହ୍ନିଓଷା
ଦେଖଣା
ଜହ୍ନିଓଷା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅବିବାହିତା ବାଳିକାମାନେ କରଥୁବା ଏକ ପ୍ରକାର ଉପବାସ —A vow observed by unmarried girls.
[ଦ୍ରଷ୍ଟବ୍ୟ —ଏହି ଓଷା ଭାଦ୍ର ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା (କୁମାର ପୀର୍ଣ୍ଣିମା) ଯାଏ ପାଳିବାକୁ ହୁଏ ଏଥିରେ ବାଳିକାମାନେ ସନ୍ଧ୍ୟା ବେଳେ ଗୁଡ଼ିଏ ଜହ୍ନି ଫୁଲ ତୋଳି ଆଣି ତିନି ଗୋଟି ମଣ୍ଡଳ କାଟି ୩ ଗୋଟି ଜହ୍ନି ପତ୍ରରେ ଫୁଳଗୁଡ଼ିକ ରଖି ନିଜନିଜର ଭାଇ ବାପାଙ୍କ ମଙ୍ଗଳକାମନାରେ ତାକୁ ଚାଳ ଉପରକୁ ଫୋଫାଡ଼ନ୍ତି]