ଜହ୍ନିଫୁଲ ପରି ଆୟୁଷ ପାଇବା
ଅଳ୍ପାୟୁ ହେବା — To be short-lived.
ଜହ୍ନିଫୁଲ ପରି ଆୟୁଷ ପା ପଞ୍ଜେ ଫୁଟି ସକାଳେ ଯା—ଢଗ
[ଦ୍ରଷ୍ଟବ୍ୟ —ଜହ୍ନିଫୁଲ ସନ୍ଧ୍ୟାବେଳେ ବଡ଼ ତୋଫା ହୋଇ ଫୁ଼ଟେ ଓ ସକୀଳୁ ମଉଳି ପଡ଼େ ଏଥିପାଇଁ ଥଟ୍ଟୀରେ ଏହି ଢଗ ବୋଲା ଯାଏ]