Jump to content

ଜା

ଉଇକିଅଭିଧାନ‌ରୁ

ଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ମାତା; ମାଆ (ହିନ୍ଦୀ - ଶବ୍ଦସାଗର) ୧. Mother.
୨. ସାନଜାଆ; ସ୍ୱାମୀଙ୍କ ସାନଭାଇର ସ୍ତ୍ରୀ (ହିନ୍ଦୀ - ଶବ୍ଦସାଗର) ୨. The wife of one's husband's younger brother.