Jump to content

ଜାଁକ୍

ଉଇକିଅଭିଧାନ‌ରୁ

ଜାଁକ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ପର୍ଦ୍ଧା; ମୁହଁକାଲିଙ୍ଗି ୧. Vaunting ; vain boast.
୨. ଗର୍ବ —୨. Pride.

ପିନ୍ଧି ନୁଆ ଚକଚକିଆ ପୋଷୋକ, ଥୋକାଏ ବହନ୍ତି ମନେ ବଡ଼ ଜାକ ରାଧାନାଥ. ଦରବାର