ଜାଇତ୍ରୀ
ଦେଖଣା
ଜାଇତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଅନ୍ୟ ସଂସ୍କୃତ - ନାମ; ମଳନାଶିନୀ ତେଲୁଗୁ - ଜାଜିଏତୈ; ଯାପତ୍ରୀ
ଅନୁବାଦ
[ସମ୍ପାଦନା]ଜାଇତ୍ରୀ
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଜାତିପତ୍ରୀ)
[ସମ୍ପାଦନା]ଜାତିଫଳ ବା ଜାଇଫଳର ଚୋପା ଉପରେ ଜାଲପରି ମାଡ଼ିଥିବା ଏକ ପ୍ରକାର ପତଳା ସୁଗନ୍ଧଯୁକ୍ତ ମସଲା — Myristica Fragrans; mace (a kind of spice); Kino; Muristica Malabarica (Kirtikar).
[ ଦ୍ର—ମଲକ୍କା ଦ୍ୱୀପପୁଞ୍ଜ ଓ ଦକ୍ଷିଣଭାରତର ଶୀତଳ ସ୍ଥାନ ମାନଙ୍କରେ ଏ ବୃକ୍ଷ ଜନ୍ମେ]