Jump to content

ଜାଉ

ଉଇକିଅଭିଧାନ‌ରୁ

ଜାଉ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଯବାଗୁ)

[ସମ୍ପାଦନା]
୧. ମାଣ୍ଡିଆ, ଯବ, ଖୁଦ ଓ ଚାଉଳ ଆଦିର ଚୂନାରେ ପାଣି ଦେଇ ସିଦ୍ଧ କରି ପ୍ରସ୍ତୁତ କରିବା ପାଣି ପାଣିଆଁ ଓ ବହଳିଆ ଖାଦ୍ୟ; ଖିରିସା —୧. Gruel; pap; gruel prepared from powderd rice and other grains boild in water.
୨. ଅନ୍ନ ମଣ୍ଡ —୨. Paste prepared from boiled rice.
୩. ଛଅଗୁଣ ଜଳରେ ଉତ୍ତମରୂପେ ସିଦ୍ଧ କରାଯିବା ଚାଉଳ — ୩. Rice well boiled with ୬ times its quantity of water.

ଜାଉ ଖାଇବ କି ମାଛ ହୁରୁଡ଼େଇବ—ଢଗ

[ ଦ୍ର—ଏକ ସମୟରେ ଦୁଇଟି ଅନିବାର୍ଯ୍ୟ କାର୍ଯ୍ୟ କରିବାକୁ ହେଲେ ଏ ଢଗ ବୋଲାଯାଏ]