Jump to content

ଜାଉଆ

ଉଇକିଅଭିଧାନ‌ରୁ

ଜାଉଆ

ଉଚ୍ଚାରଣ

[ସମ୍ପାଦନା]

ଜାଉ ଜାଉ, ଜାଉ ଜାଉଆଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ଜାଉ ପରି ତରଳ ଓ କଅଁଳ; ଲକେଇ — Gruel-like.

[ ଦ୍ର—ଭାତ ଅତି କଅଁଳ ହୋଇ ଗଲେ ଜାଉଆ ହୋଇ ଯାଏ]