Jump to content

ଜାକିଜୁକି ହେବା

ଉଇକିଅଭିଧାନ‌ରୁ

ଜାକିଜୁକି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦେହକୁ ସଙ୍କୁଚିତ କରିବା — ୧. To contract one's limbs.
୨. ବ୍ୟୟ କରିବାକୁ କୁଣ୍ଠିତ ହେବା — ୨. To be close-fisted; to shrink from spending money.