ଜାକିଧରିବା
ଦୃଢ଼ଭାବରେ କୁଣ୍ଢାଇ ଧରିବା — To embrace closely; to hold tightly.
ଚକିତ ଶିଶୁକୁ ତ୍ରସ୍ତେ ଧରିଲାକ ଜାକି. ଆକଟେ ତା ମାତା କ୍ରୋଡ଼େ ସ୍ତନଦାନେ ରତା ରାଧାନାଥ, ମହାଯାତ୍ରା