Jump to content

ଜାକିବା

ଉଇକିଅଭିଧାନ‌ରୁ

ଜାକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଯନ୍ତ୍ର; ଯନ୍ତ୍ରୀକୃତ)

[ସମ୍ପାଦନା]
୧. କୌଣସି ବସ୍ତୁକୁ ଲୁଚାଇ କରି ରଖିବା — ୧. To keep a thing concealed (e.g. in the mouth, in the armpit or waist-cloth).
୨. କଳରେ ଗୁଆଆଦି ପୂରାଇବା —୨. To keep a thing inside the mouth below the cheeks.
୩. ଚୋସ୍ତ୍ କରିବା —୩. To tighten.
୪. ଧରି ରଖିବା; ଛାଡ଼ି ନ ଦେବା; ଭିଡ଼ି ଧରିବା — ୪. To tenaciously hold a thing; not to give up a thing.
୫. ଦୁଇଆଡ଼ୁ ଚାପିବା — ୫. To press from both sides.
୬. ପୁକୁ କରିବା; ସଙ୍କୁଚିତ କରିବା —୬. To contract.
୭. ଧନକୁ ସଞ୍ଚିକରି ରଖିବା —୭. To store riches.
୮. ବ୍ୟୟ କରିବାକୁ କୁଣ୍ଠିତ ହେବା —୮. To be close-fisted or miserly; to be niggardly.
୯. କୌଣସି ପଦାର୍ଥକୁ କାଖରେ ରଖି ବହିବା — ୯. To carry a thing in the armpit.

ନାଁ ମାହାନ୍ତି, ଗାଁ ମାହାନ୍ତି, ମାହାନ୍ତିଙ୍କ ସଙ୍ଗେ ଥାଇ ମାହାନ୍ତି, ପାଞ୍ଜି ପତର ଜାକି ମାହାନ୍ତି—ଢଗ

୧. ଦୃଢ଼ରୂପ ଆଲିଙ୍ଗନ କରିବା — ୧୦. To embrace closely.

[ ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ନେବା, ଆଣିବା, ଧରିବା, ରଖିବା କ୍ରିୟାର ସମାପିକା ରୂପଯୁକ୍ତ ହୁଏ.]

୧୧. ସଂକୁଚିତ କରିବା —୧୧. To contract.