ଜାକି ରଖିବା
ଦେଖଣା
ଜାକି ରଖିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଢ଼ରୂପେ ଧରି ରଖିବା; ଛାଡ଼ି ନ ଦେବା —୧. To hold on a thing very tightly.
ହଜାର ହଜାର ଯାର ପ୍ରଣୟବତୀ ବଜାର ତହୁଁ କେହି ରଖିଥିବ ଜାକି—କବିସୂର୍ଯ୍ୟ, ସଙ୍ଗୀତ
- ୨. ଲୋଭପରବଶ ହୋଇ ଧନ ପ୍ରଭୃତି ସଞ୍ଚୟ କରିବି — ୨. To avariciously save money and other things.
ଲୁବ୍ଧଲୋକ ଧନକୁ ଜାକି ରଖିଥାନ୍ତି ଅନାୟତ୍ତେ ଅପାତ୍ର ଲୋକରେ ଦିଅନ୍ତି—କୃଷ୍ଣସିଂହ. ମହାଭାରତ. ଶାନ୍ତି