ଜାକି ହେବା
ଦେଖଣା
ଜାକି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାକି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୁର୍ତ୍ତା ଆଦି) ଦେହକୁ କସାକସ୍ ହେବା; କସ୍ ହେବା —୧. To sit tight on the body (said of a dress.)
ଅନୁବାଦ
[ସମ୍ପାଦନା]ଜାକି ହେବା
|
- ୨. ବହୁ ଲୋକ ଏକ ସ୍ଥାନରେ ଠେଁସାଠେଁସି ହୋଇ ରହିବା —୨. To press against one another painfully; to huddle; to be huddled together.