ଜାଗରଣ
ଦେଖଣା
ଜାଗରଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜାଗୃ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଅନିଦ୍ରା; ଚେଇଁବା —୧. Watchfulness; sleeplessness; vigil.
- ୨. ନିଦ୍ରାଭଙ୍ଗ —୨. Awaking from sleep.
- ୩. ସତର୍କତା —୩. Vigilance.
- ୪. (ଲକ୍ଷଣାର୍ଥ) ଅଭ୍ୟୁଦୟାକାଙ୍କ୍ଷା; ନିଜର ଉନ୍ନତିର ଚେଷ୍ଟା — ୪. (figurative) Awakening; a desire or exertion for one's improvement.