Jump to content

ଜାଗରଯାତ୍ରା

ଉଇକିଅଭିଧାନ‌ରୁ

ଜାଗରଯାତ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶିବରାତ୍ରି ବ୍ରତ; ଜାଗର ଅମାବାସ୍ୟ ରାତ୍ରିରେ ଦୀପଜଳା ଉତ୍ସବ —The festival of lighting lamps on the night of Jāgara amābāsyā

[ ଦ୍ର—ଏ ରାତିଯାକ ଜାଗରଣ କର୍ତ୍ତବ୍ୟ; ଅର୍ଦ୍ଧରାତ୍ରରେ ଜଣେ ଲୋକ ମହାଦେବଙ୍କ ମନ୍ଦିରର ଚୂଡ଼ାକୁ 'ମହୀଦୀପ' ନେଇ ଉଠି ସେଠାରେ ଉକ୍ତ ଦୀପକୁ ସ୍ଥାପନ କରେ]