Jump to content

ଜାଗରିତ

ଉଇକିଅଭିଧାନ‌ରୁ

ଜାଗରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଜାଗୃ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ବିନିନ୍ଦ୍ର; ଯେ ଶୋଇ ନାହିଁ — ୧. Sleepless; wakeful.
୨. ଉନ୍ନିଦ୍ର; ଯାହାର ନିଦ୍ରା ଭଙ୍ଗ ହୋଇଅଛି — ୨. Awakened from sleep.
୩. ସାବଧାନ —୩. Vigilant; watchful.

ସଂସ୍କୃତ - ବିଶେଷ୍ୟ - (+ଭାତୃ. ତ)

[ସମ୍ପାଦନା]
୧. ଜାଗରଣ —୧. Sleeplessness.
୨. ସାଂଖ୍ୟ ଓ ବେଦାନ୍ତ ମତରେ ମନର ଅବସ୍ଥାନରେ ଇନ୍ଦ୍ରିୟଦ୍ୱାରା ସବୁ ପ୍ରକାର ବ୍ୟବହାର ଓ କାର୍ଯ୍ୟର ଅନୁଭବ ହୁଏ (ହିନ୍ଦୀ - ଶବ୍ଦସାଗର) — ୩. (Sāṁkhya and Bedānta philosophy The state of mind in which one is conscious of all matters through the senses.