Jump to content

ଜାଗରୂକ

ଉଇକିଅଭିଧାନ‌ରୁ

ଜାଗରୂକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜାଗୁ ଧାତୁ+ଊକ)

[ସମ୍ପାଦନା]
୧. ଜାଗରଣଶୀଳ —୧. Wakeful.
୨. ସତର୍କ; ସାବଧାନ —୮. Watchful.

ଥରକେ ଯେବେ ଲୋକେ ନ ହେଲା ଜାଗରୁକ (୨): କହିବା କେତେ ତୁହା ତୁହାକୁ ଗୋ କବିସୂର୍ଯ୍ୟ. ସଙ୍ଗୀତ